Jump to content

କାଉଁରିମଣ୍ଡଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଁରିମଣ୍ଡଳ
ଉଚ୍ଚାରଣ: Kāuñrimaṇḍaḻa

ଦେ. ବି (ତନ୍ତ୍ରୋକ୍ତ ସାଧନ) —

ମୂର୍ଦ୍ଧା ଦେଶସ୍ଥ ସ୍ଥାନବିଶେଷ, ଯେଉଁଠାରୁ ଶଦ୍ଦବ୍ରହ୍ମ ଜାତ ହୁଏ; ବ୍ରହ୍ମରନ୍ଧ୍ର — A region of the palate.

ଅଭ୍ୟାସ କରି ଯୋଗବଳ, ଭେଦିବ କାଉଁରିମଣ୍ଡଳ—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ