କାଉଁରିହାଡ଼
ଦେଖଣା
କାଉଁରିହାଡ଼ —
ଉଚ୍ଚାରଣ: Kāuñrihāṟḍ̠a
কুআঁরীহাড়
कुमारीकाहही
ଦେ. ବି —
କୁମାରୀର ଅସ୍ଥି — The bone of a virgin which is said to be very efficacious in being used as charm.
[ଦ୍ର—ଏହି ଅସ୍ଥି ଅଭିମନ୍ତ୍ରିତ ହେଲେ ଗାରଡ଼ି ବିଦ୍ୟା ବଳରେ ଏହାଦ୍ବାରା ଅସାଧ୍ୟସାଧନ ହୁଏ]