କାଉଆଲି
ଦେଖଣା
କାଉଆଲି —
ଉଚ୍ଚାରଣ: Kāuāli
কাবালি; কাওয়ালি
कौबालि; कावालि
ବୈଦେ. ବି. (ଆ. କୌବାଲୀ) —
୧: ଫକୀର ବା ଦରବେଶମାନଙ୍କ ଗୀତ — ୧. Song of Dervishes.
୨: ବାଦ୍ୟର ତାଳବିଶେଷ — ୨. Name of an Arabic musical note.
(ଯଥା—ଏହା ତିତାଳାର ପ୍ରକାର ଭେଦ; ଏହା ମଧ୍ୟମାନ ଅପେକ୍ଷା ଦ୍ବିଗୁଣ ଜଲଦି ତାଳ—ଜ୍ଞାନେନ୍ଦ୍ର)
୩: ମୁସଲମାନ ପୀରମାନଙ୍କ ଦରଘାରେ ବା ସୁଫୀ ସମ୍ପ୍ରଦାୟରେ ମଜଲିସରେ ଗୀତ ହେବା ଧର୍ମ ସଙ୍ଗୀତରେ ସ୍ବର ଓ ତାଳ (ଜ୍ଞାନେନ୍ଦ୍ର) — ୩. The tune or measure of the religious songs sung in the seats of deceased Muslim saints.