Jump to content

କାଉକାଉ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉକାଉ
ଉଚ୍ଚାରଣ: Kāukāu
কাকা काँवकाँव

ଦେ. ଅ. (ଧ୍ଵନ୍ୟନୁକରଣ) —

୧: କାକର ଧ୍ଵନି — ୧. Cawing sound.

୨: ଘୋଘା; ଗୋଳମାଳ; ବହୁଲୋକ ମୁଖରୁ ଉତ୍ଥିତ କର୍କଶ ଧ୍ଵନି —୨. Noise; tumult; the jarring noise of several persons talking at one time.