କାଉକାଉ ହେବା
ଦେଖଣା
କାଉକାଉ ହେବା —
ଉଚ୍ଚାରଣ: Kāukāu hebā
কাঁ কাঁ করা
हल्ला करना
ଦେ. କ୍ରି —
୧: କୁଆ ଭଳି ଶବ୍ଦ କରିବା; କାଆ କାଆ ହେବା —୧. To caw like a crow.
୨: ଗୋଳମାଳିଆ ପାଟି କରିବା; ଗୋଳ କରିବା; ବହୁ— ଭାଷଣ କରିବା —୨. To make a jarring noise (eg. a multitude of persons assembled); to raise an outery.