Jump to content

କାଉଗୋଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଗୋଡ଼ିଆ
ଉଚ୍ଚାରଣ: Kāugoṟḍ̠iā
(କାଉଗୋଡ଼େଈ—ସ୍ତ୍ରୀ)

ଗ୍ରା. ବି. —

ସନ୍ତସନ୍ତିଆ ଛାୟାଯୁକ୍ତ ସ୍ଥାନରେ ହେବା ଘାସ — A kind of hard stemmed grass; oplismenus Composilus; Oplimensus Burman.

[ଦ୍ର—ଏହାକୁ ଘୋଡ଼ା ଗୋରୁ ଆଦି ଖାଇ ପାରନ୍ତି ନାହିଁ]

ଦେ. ବିଣ. ପୁଂ. —

ୟାହାର ଗୋଡ଼ କୁଆ ଗୋଡ଼ ପରି କ୍ଷୀଣ ଓ ସରୁ —Having very thin and long legs.