Jump to content

କାଉଚିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଚିଆ
ଉଚ୍ଚାରଣ: Kāuchiā
বাইনমাছ ईलमछलि, काँचूल

ଦେ. ବି. —

୧: କୋଚିଆ — ୧. Eel.

୨: ଏକଜାତୀୟ ନିର୍ବି, ସାପ —୨. A kind of non-poisonous serpent.

୩: ଘୋଡ଼ାମାନଙ୍କର ଗତିବିଶେଷ — ୩. Curved motion of horses.

ଡ଼ିଆଁ ଘୋଡ଼ା କାଉଚିଆ ଭଙ୍ଗୀବି ଜାଣନ୍ତି, ୟୂଦ୍ଧକାଳେ କେବେହେଁ କାତର ନୁହନ୍ତି କୃଷ୍ଣସିଂହ, ମହାଭାରତ

୪: ଲତାବିଶେଷ —୪. A kind of creeper.

ଦେ. ବିଣ.

୧: ବଙ୍କାଢ଼ଙ୍କା —୧. Curved.

୨: ଅଣଓସାରିଆ ଓ ବଙ୍କା (ରାସ୍ତା) — ୨. Narrow and curved (path).