Jump to content

କାଉନ୍ସିଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉନ୍ସିଲ
ଉଚ୍ଚାରଣ: Kāunsil
কৌঁসিল काँसि

ବୈଦେ. (ଇଂ) ବି —

କାର୍ୟ୍ୟକାରୀ ସଭା; ବିଚାରସଭା — ୧. Council

[ଯଥା—ଲେଜିସ୍ଲେଟିଭ କାଉନ୍ସିଲ; ପ୍ରିଭି କାଉନ୍ସିଲ୍]

୨: ବାରିଷ୍ଟର — ୨. Bar-at-law.