Jump to content

କାଉମେଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉମେଚି
ଉଚ୍ଚାରଣ: Kāumechi

ଗ୍ରା. ଅ. (ଶିଶୁ ଭାଷା) —

ଓ଼ଡ଼ିଶାରେ ଶିଶୁମାନଙ୍କୁ ହାତ ମୁଠା କରିବାକୁ ଓ ମେଲା, କରିବାକୁ ଶିଖାଇଲାବେଳେ ଧାଈମାନେ ଏହି ନିରର୍ଥକ ଶବ୍ଦ ବ୍ୟବହାର କରନ୍ତି ଓ ପିଲାମାନେ ଏହି ଶଦ୍ଦ ଶୁଣିଲେ ହାତକୁ ମୁଠା କରନ୍ତି ଓ ମେଲା କରନ୍ତି — A nursery-term uttered by females while teaching infants to shut and open the palms.