କାଉଳି
ଦେଖଣା
କାଉଳି —
ଉଚ୍ଚାରଣ: Kāuḻi
ଦେ. ବି ଓ ବିଣ —
କାଉଳା (ଦେଖ) — Kāuḻā (See)
ବିଶେଷଣ—ଯୁଧିଷ୍ଠିର ରଜା ହୋଇଲେ କି କାଉଳି, ଯୁଦ୍ଧ କଲେ ମରିବା ବୋଲି ମନେ ଭାଳି କୃଷ୍ଣସିଂହ, ମହାଭାରତ, ବର୍ଣ୍ଣପର୍ବ
ବିଶେଷ୍ୟ—ଏ ରୂପେ ସୋମବଂଶରେ ହୁଅନ୍ତେ କାଉଳି, ସତ୍ୟବତୀ ବୋଇଲେ ନ ବସ ଆଉ ଭାଳି ପୀତାମ୍ବର, ନୃସିଂହପୁରାଣ