କାଏ
ଦେଖଣା
କାଏ —
ଉଚ୍ଚାରଣ: Kāe
ପ୍ରାଦେ. (ଗଡ଼ଜାତ) ସର୍ବ. (ସଂ. କାମ୍) —
କି; କଅଣ; କିଏ — Which; what; who.
ଗ୍ରା. (ପଦ୍ୟ) ବି. (ସଂ. କାୟ) —
ଶରୀର; ଦେହ —Body.
କ୍ରୟବାର ସ୍ନାହାନରେ ଶୁଦ୍ଧ ହୋଏ କାଏ ପ୍ରାଚୀ, ଶ୍ରୀଗୁରୁଭକ୍ତି ଗୀତା
କାଏ —
ଉଚ୍ଚାରଣ: Kāe
ପ୍ରାଦେ. (ଗଡ଼ଜାତ) ସର୍ବ. (ସଂ. କାମ୍) —
କି; କଅଣ; କିଏ — Which; what; who.
ଗ୍ରା. (ପଦ୍ୟ) ବି. (ସଂ. କାୟ) —
ଶରୀର; ଦେହ —Body.
କ୍ରୟବାର ସ୍ନାହାନରେ ଶୁଦ୍ଧ ହୋଏ କାଏ ପ୍ରାଚୀ, ଶ୍ରୀଗୁରୁଭକ୍ତି ଗୀତା