Jump to content

କାଏଁଥି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଏଁଥି
ଉଚ୍ଚାରଣ: Kāeñthi

ପ୍ରାଦେ. (ସମ୍ବଲପୁର) ଅ. (ସଂ. କୁତ୍ର) —

୧: କେଉଁଠାରେ — ୧. At which place.

୨: କାହାଦ୍ବାରା —୨. By whom.