Jump to content

କାଏମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଏମ୍
ଉଚ୍ଚାରଣ: Kāem
কায়েম कायम

ବୈଦେ. (ଆ. କାୟମ୍) ବି —

ଅପରିବର୍ତ୍ତନ; ସ୍ଥାୟିତ୍ବ — Unalterability; standing position; durability; permanency.

ବିଣ —

୧: ସ୍ଥାୟୀ —୧. Permanent; durable.

୨: ଅପରିବର୍ତ୍ତିତ —୨. Unaltered.

୩: ନିର୍ଦ୍ଧାରିତ; ନିଶ୍ଚିତ —୩. Settled.