Jump to content

କାକଚକ୍ଷୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକଚକ୍ଷୁ
ଉଚ୍ଚାରଣ: Kākachakshu

ସଂ. ବିଣ. (ବହୁବ୍ରୀହି; କାକ+ଚକ୍ଷୁ) —

ଟେରା — Squint-eyed.

[ଦ୍ର—ପ୍ରବାଦ ଅଛି ଯେ, ବନବାସ କାଳରେ ସୀତାଙ୍କର ରଙ୍ଗ ଅଧରକୁ ମାଂସଖଣ୍ଡ ଭ୍ରମରେ କାକ ଖୁମ୍ପି ଦେବାରୁ ସୀତାଙ୍କ ଅଭିଶାପରେ କାକ ଏକଆଖିଆ ଓ ଟେରା ହୋଇଗଲା]