କାକଚିଞ୍ଚା
ଦେଖଣା
କାକଚିଞ୍ଚା —
ଉଚ୍ଚାରଣ: Kākachin̄chā
ସଂ. ବି. (ବହୁବ୍ରୀହି; କୁଆ+ବିଞ୍ଚା=କୃଷ୍ଣବର୍ଣ୍ଣ; ୟାହାର ଅଗ୍ରଭାଗ କୁଆର ବର୍ଣ୍ଣ ପରି କଳା) —
୧: ଗୁଞ୍ଜା (ଫଳ ଓ ଲତା); କାଇଞ୍ଚ — ୧. Name of ୨ varieties of black tipped pealike (red or white) podded berries of a creeper; Abrus Precterius.
୨: କଣ୍ଟେଇକୋଳି ଗୁଳ୍ମ —୨. The prickly Night- shade; Capparis Sepiaria (plant)
୩: ଅକଣ୍ଟକ ଗୁଳ୍ମବିଶେଷ; କାକମାଚୀ — ୩. Solamum Nigrum (Plant)