କାକଜଂଘା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକଜଂଘା
ଉଚ୍ଚାରଣ: Kākajaṁghā

ସଂ. ବି. —

୧: ବନ୍ୟ ଲତାବିଶେଷ — ୧. Lees aequata; a creeper with yellowish flowers and feathery leaves flowering in the rains. Leea hirta (kirtikar).

[ଯଥା—ବର୍ଷାସମୟରେ ଫୁଲ ଫୁଟେ; ପତ୍ର ପକ୍ଷାକାର; ଫୁଲ ସାମାନ୍ୟ ହଳଦିଆ]

୨: କାଇଞ୍ଚ (ଫଳ ଓ ଲତା) —୨. Abrus Proctorius (creeper and seed (M.W.)

(ହରେକୃଷ୍ଣ ଦ୍ରବ୍ୟଗୁଣ) —