କାକତ
ଦେଖଣା
କାକତ —
ଉଚ୍ଚାରଣ: Kākata
ଦେ. ବି. (ଫା. କାଗଜ; ତୁଳ; ହି. ବ୍ରଜଭାଷା, ତୁଳସୀଦାସ— କାଗଜ୍) —
ଲିପି; ପତ୍ର; କାଗଜ —Paper.
ଘେନି କାକତକୁ ନବବାଳୀ, ଅନୁରାଗୁଁ ନ ଲେଖିଲା କାଳି ଭଞ୍. ଲାବଣ୍ୟବତୀ