Jump to content

କାକତଚକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକତଚକି
ଉଚ୍ଚାରଣ: Kākatachaki
गुड्डी

ଦେ. ବି. (ଫା. କାଫଜ+ସଂ. ଚକ୍ର) —

୧: ଗୋଲାକାର କାଗଜଖଣ୍ଡ — ୧. A round piece of paper.

୨: ପିଲାମାନେ ଯେଉଁ କାଗଜ ଘୁଡ଼ି ଉଡ଼ାନ୍ତି — ୨. Paper kites flown by children in sport.

ବହୁତ କାକତଚକି ରଜ୍ଜୁଧୃତ କୁତୁକୀ କି ଦୃଷ୍ଟିଶାଳୀ ସେ, ବିଦୂଷେ ଭଞ୍ଜ. ବୈଦେହୀଶବିଳାସ