Jump to content

କାକତାଳୀୟ

ଉଇକିଅଭିଧାନ‌ରୁ
(କାକତାଳୀଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାକତାଳୀୟ
ଉଚ୍ଚାରଣ: Kākatāḻīya

ସଂ. ବିଣ. (କାକ+ତାଳ+ତୁଲ୍ୟାର୍ଥେ. ଈୟ) —

୧: ଯେଉଁ ସ୍ଥାନରେ କାର୍ୟ୍ୟକାରଣ ସମ୍ବନ୍ଧରହିତ ସମସାମୟିକ ଦୁଇଟି ଘଟନା ମଧ୍ୟରେ କାର୍ୟ୍ୟକାରଣ ସମ୍ବନ୍ଧ ଆରୋପଣ କରାଯାଏ; କାକ ଓ ତାଳ ସମ୍ବନ୍ଧୀୟ — ୧. Fortuitous; founded upon an argument based on fortuitous concurrence of events.

୨: ହଠାତ୍ କୃତ (ଦୁଇ ଘଟନା) — ୨. Suddenly performed (two acts).

୩: ଯୁଗପତ୍ ସମ୍ପାଦିତ (ଦୁଇ ଘଟନା) — ୩. Simultaneously occurring.