Jump to content

କାକତୀର୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକତୀର୍ଥ
ଉଚ୍ଚାରଣ: Kākatīrtha

ସଂ. ବି —

ଅଇଁଠା ବା ମଇଳା ଜମାହେବା ସ୍ଥାନ; ଯେଉଁଠାରେ କୁଆମାନେ ରୁଣ୍ଡ ହୁଅନ୍ତି —A place where refuse is heaped up or strewn.

ନିଶ୍ଚୟ କାକତୀର୍ଥ ସେହି, ସେ ଜଳେ କେବା ଅବରାହୀ ଜଗନ୍ନାଥ. ଭାଗବତ