Jump to content

କାକତୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକତୁଆ
ଉଚ୍ଚାରଣ: Kākatuā
কাকতুয়া काकतुआ

ଦେ. ବି. (କାକା—ଧ୍ଵନ୍ୟନୁକରଣ+ଫା. ତୋତା) —

କାକତୁଆ; ଏକପ୍ରକାର ବଡ଼ ଶୁଆଜାତୀୟ ପକ୍ଷୀ — Kakapo; cockatoo; the owlparrot.

[ଦ୍ର—ଏମାନେ ଲମ୍ବରେ ଏକ ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନେ ପୂର୍ବଭାରତୀୟ ଦ୍ବୀପପୁଞ୍ଜ, ଅଷ୍ଟ୍ରେଲିୟା, ନିଉଗିନି ଓ ନିଉଜିଲାଣ୍ଡରୁ ଅଣାୟାନ୍ତି ଲୋକେ ଏମାନଙ୍କୁ ସଉକିରେ ପାଳନ୍ତି

ଏମାନେ ମାଂସାଶୀ ଓ ତୀବ୍ର 'କା' 'କା' ଶଦ୍ଦ କରନ୍ତି ସାଧାରଣତଃ ଭାରତକୁ ଅଣାଯିବା ପକ୍ଷିମାନଙ୍କର ବର୍ଣ୍ଣ ଧଳା; ଏମାନେ ରାତ୍ରିଚର ପକ୍ଷୀ; ଅନ୍ୟାନ୍ୟ ବର୍ଣ୍ଣର ଓ ନାନାଜାତିର କାକତୁଆ ଅଛନ୍ତି]