Jump to content

କାକତୁଣ୍ଡୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକତୁଣ୍ଡୀ
ଉଚ୍ଚାରଣ: Kākatunḍī

ସଂ. ବି. (କାକ=ଈଷତ୍ ଜଳ+ତୁଣ୍ଡ ଧାତୁ=ବଧ କରିବା+ଅ+ସ୍ତ୍ରୀ. ଈ) —

୧: କାକତୁଣ୍ଡିକା (ଦେଖ) ୧. Kākatuṇḍikā (See)

୨: ରାଜଯୋଗ୍ୟ ପିତ୍ତଳ; ଗିଲ୍ଟି କରାଯାଇଥିବା ପିତ୍ତଳ — ୨. Gilt brass.