Jump to content

କାକପକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକପକ୍ଷ
ଉଚ୍ଚାରଣ: Kākapaksha

ସଂ. ବି. (କାକ+ପକ୍ଷ) —

୧: ଶିଖଣ୍ଡକ; ମସ୍ତକର ଦୁଇ ପାର୍ଶ୍ବରେ କେଶରଚନାବିଶେଷ; ଝାମ୍ପୁଲି ବାଳ — ୧. A manner of dressing the hair.

୨: ଗଣ୍ଡଦେଶର ଦୁଇ ପାଖରେ ଲମ୍ବମାନ ଅନତିଦୀର୍ଘ କେଶ; ବାଗୁଲିବାଳ; ଯୁଲୁପିବାଳ; ବବୁରବାଳ — ୨. Two short tufts of hair hanging from near the top of the ears down the cheeks; side-lock.