କାକପାଦ
ଦେଖଣା
କାକପାଦ —
ଉଚ୍ଚାରଣ: Kākapāda
ସଂ. ବି. (୬: ଷ୍ଠୀ ତତ; କାକ+ପାଦ; ଏହାର ଆକୃତି କାକପଦବତ୍ ବଙ୍କା ଥିବାରୁ) —
୧: କୁଆ ଗୋଡ଼ ପରି ବକ୍ର ଚିହ୍ନ — ୧. A mark of a crow's foot or similar mark or figure (M.W.).
୨: (ବୈଦ୍ୟକ) ଦେହର ଚର୍ମରେ କାକପାଦ ପରି ହେବା ଚିହ୍ନ ବା ରେଖା — ୨. Marks or lines in the skin similar to a crow's foot (M.W.).
୩: ପାଣ୍ଡୁଲିପି ଆଦିରେ କୌଣସି ଶଦ୍ଦ ବା ବାକ୍ୟ ଯୋଗ କରିବାକୁ ହେଲେ ଯୋଗ କରାଯିବା ସ୍ଥାନରେ ଦିଆଯିବା କାକପଦବତ୍ ^ ଚିହ୍ନ — ୩. The sign ^ or /?/in manuscripts marking an omission (M.W.); a caret.
୪: ରତିବନ୍ଧବିଶେଷ — ୪. Modus coeundi (M.W.); a particular mode of coition.