Jump to content

କାକପୁଷ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକପୁଷ୍ଟ
ଉଚ୍ଚାରଣ: Kākapushṭa

ସଂ. ବି. (୩: ୟା ତତ୍; କାକଦ୍ବାରା ପୁଷ୍ଟ=ବର୍ଦ୍ଧିତ; କୋଇଲିର ଅଣ୍ଡାକୁ କୋଇଲି ନେଇ କୁଆବସାରେ ରଖିବାରୁ କୁଆ ବାରି ନ ପାରି ସେ ଅଣ୍ଡାକୁ ଫୁଟାଏ ଓ ଛୁଆଙ୍କୁ ଲାଳନ ପାଳନ କରେ) —

କୋକିଳ —Cuckoo.