କାକପୋଇ
ଦେଖଣା
କାକପୋଇ —
ଉଚ୍ଚାରଣ: Kākapoi
काकतूई
ଦେ. ବି. (ସଂ. କାକ+କ୍ଷୁଦ୍ରାବୟବାର୍ଥ ପୁତ୍ରୀ ପ୍ରତ୍ୟୟ; ତୁଳ କରବାଳପୁତ୍ରୀ=ଛୁରୀ) —
ଏକପ୍ରକାର ଛୋଟ କୁଆ — A small species of crow.
ଶାଗୁଣା ଜମ୍ବୁକ ଶଙ୍ଖଚିଲ କାକପୋଇ, ଭକ୍ଷନ୍ତି ମାଂସ ରୁଧିର ୟାନ୍ତି ଏହୁ ପିଇ—ପୀତାମ୍ବର. ନୃସିଂହପୁରାଣ