Jump to content

କାକଫଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକଫଳ
ଉଚ୍ଚାରଣ: Kākaphaḻa

ସଂ. ବି. (ମଧ୍ୟପଦଲୋପୀ; କାକପ୍ରିୟ ଫଳ; କାକ+ଫଳ) —

ନିମ୍ବଗଛ ଓ ଫଳ — The neem tree and its berries.

[ଦ୍ର—ଏ ଫଳକୁ କୁଆମାନେ ଖାଇ ହଗିଲେ ଉକ୍ତ ମ଼ଞ୍ଜିରୁ ଗଛ ଉଠେ; ଖାଲି ମଞ୍ଜିରୁ ଗଛ ଉଠେ ନାହିଁ]