Jump to content

କାକବନ୍ଧ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକବନ୍ଧ୍ୟା
ଉଚ୍ଚାରଣ: Kākabandhyā

ସଂ. ବିଣ. ସ୍ତ୍ରୀ. (ମଧ୍ୟପଦଲୋପୀ; କାକ+ବନ୍ଧ୍ୟା; କାକବତ୍ ବନ୍ଧ୍ୟା) —

ଯେଉଁ ସ୍ତ୍ରୀ ଏକମାତ୍ର ସନ୍ତାନ ପ୍ରସବ କରି ଆଉ ପ୍ରସବ କରେ ନାହିଁ; ଏକ— ପ୍ରସବିନୀ (ସ୍ତ୍ରୀ) —(a woman) Who bears a single child only and no other; (woman) bearing but one child.

[ଦ୍ର—କାକୀ ଜୀବନକାଳରେ ଏକମାତ୍ର ସନ୍ତାନ ପ୍ରସବ କରେ; ଏଥିପାଇଁ ଏକପ୍ରସବିନୀ ସ୍ତ୍ରୀକୁ କାକବନ୍ଧ୍ୟା ବୋଲାଯାଏ]