କାକବଲ୍ଲରୀ
ଦେଖଣା
କାକବଲ୍ଲରୀ —
ଉଚ୍ଚାରଣ: Kākaballarī
ଅନ୍ୟ ସଂ. ନାମ—ସ୍ବର୍ଣ୍ଣବଲ୍ଲୀ;
ରକ୍ତଫଳା; କାକାଯୁଃ
ତେ. ବେକ୍କୁଡ୍ବତୋଗେ
ସଂ. ବି —
ଏକ ପ୍ରକାର ବନ୍ୟ ଔଷଧି ଲତା — A medicinal creeper.
[ଦ୍ର—ଏହା ଶିରୋରୋଗ ଓ ତ୍ରିଦୋଷନାଶକ ବଙ୍ଗଳା—ଦ୍ରବ୍ୟଗୁଣ]
କାକବଲ୍ଲରୀ —
ଉଚ୍ଚାରଣ: Kākaballarī
ଅନ୍ୟ ସଂ. ନାମ—ସ୍ବର୍ଣ୍ଣବଲ୍ଲୀ;
ରକ୍ତଫଳା; କାକାଯୁଃ
ତେ. ବେକ୍କୁଡ୍ବତୋଗେ
ସଂ. ବି —
ଏକ ପ୍ରକାର ବନ୍ୟ ଔଷଧି ଲତା — A medicinal creeper.
[ଦ୍ର—ଏହା ଶିରୋରୋଗ ଓ ତ୍ରିଦୋଷନାଶକ ବଙ୍ଗଳା—ଦ୍ରବ୍ୟଗୁଣ]