କାକବଳି
ଦେଖଣା
କାକବଳି —
ଉଚ୍ଚାରଣ: Kākabaḻi
ସଂ. ବି. (ମଧ୍ୟପଦଲୋପୀ; କାକ+ବଳି; କାକାର୍ଥ ଉତ୍ସୃଷ୍ଟ ବଳି; କିମ୍ବା ୪: ର୍ଥୀ ତତତତ୍ —
କାକମାନେ ଖାଇବା ଉଦ୍ଦେଶ୍ୟରେ ଦିଆଯିବା ବୈଶ୍ବଦେବ ବଳି; କୁଆଙ୍କ ପାଇଁ ବୁଣାଯିବା ଅନ୍ନାଦି; କୁଆଙ୍କ ଅଧାର — Oblation of boiled rice strewn in the courtyard every day for the crows by every Hindu householder during the B&aline;i̱swadeba rites; food strewn in the yard for being picked up by crows.