କାକବୈରୀ
ଦେଖଣା
କାକବୈରୀ —
ଉଚ୍ଚାରଣ: Kākab&aline;i̱rī
ସଂ. ବି. (୬: ଷ୍ଠୀ ତତ୍; କାକ+ବୈରୀ) —
ପେଚକ; ପେଚା — Owl.
[ଦ୍ର—ଦିବସରେ ପେଚାଟାଏ ଦେଖାଗଲେ ତାକୁ କୁଆମାନେ ଅସ୍ତବ୍ୟସ୍ତ କରି ତା ପଛେ ପଛେ ଗୋଡାଇ ତାକୁ ଖୁମ୍ପିପକାନ୍ତି]
କାକବୈରୀ —
ଉଚ୍ଚାରଣ: Kākab&aline;i̱rī
ସଂ. ବି. (୬: ଷ୍ଠୀ ତତ୍; କାକ+ବୈରୀ) —
ପେଚକ; ପେଚା — Owl.
[ଦ୍ର—ଦିବସରେ ପେଚାଟାଏ ଦେଖାଗଲେ ତାକୁ କୁଆମାନେ ଅସ୍ତବ୍ୟସ୍ତ କରି ତା ପଛେ ପଛେ ଗୋଡାଇ ତାକୁ ଖୁମ୍ପିପକାନ୍ତି]