କାକଭୂଷଣ୍ଡୀ
ଦେଖଣା
କାକଭୂଷଣ୍ଡୀ —
ଉଚ୍ଚାରଣ: Kākabhūshaṇḍī
ସଂ. ବି. —
କାକରୂପଧାରୀ ଋଷିବିଶେଷ — A sage who assuming the form of a cow picked up the leavings of Bishnu and became four-armed and immortal.
[ଦ୍ର—ଏ ଋଷିଙ୍କ ନାମ ଭୂଷଣ୍ଡୀ; ଏ କାକରୂପ ଧରି ବିଷ୍ଣୁଙ୍କ ଅଇଁଠା ଖାଇ ଚତୁର୍ଭୁଜ ଓ ଅମର ହୋଇଥିଲେ ଏ ରୂପ ଏ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ମନ୍ଦିରବେଢ଼ାର ଅଛି]