Jump to content

କାକମାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକମାରୀ
ଉଚ୍ଚାରଣ: Kākamārī
কাকমারি काकमारि ତା. କାକାୟକୋଲ୍ଲି, ଭିରାଇ ତେ. କାକିଚମ୍ପା; କାକମାରି; ବିଟ୍ଟୁ

ସଂ. ବି. —

ଏକଜାତୀୟ ବିଷାକ୍ତ କୋଳିବିଶିଷ୍ଟ ଲତା; କଳାବତୀଲଇ —A creeper with poisonous berries. L. Anamirta cocenlus (Paniculata)

[ଦ୍ର—ଏହାର ଛେଲି ମୋଟା ଓ ଗାରିଗାରିକିଆ; ପତ୍ର ପାନ ଆକାରର; କୋଳି ଅଣ୍ଡାକାର ଏବଂ ଫୁଲ ସୁଗନ୍ଧ ଓ ଈଷତ୍ ହଳଦିଆ ଏହାର କୋଳି ଚର୍ମରୋଗରେ ଏବଂ ପତ୍ର ନସ୍ୟରୂପେ ଚାତୁର୍ଥିକ କମ୍ପଜ୍ବରରେ ବ୍ୟବହୃତ ହୁଏ]