କାକର ଧରିବା
ଦେଖଣା
କାକର ଧରିବା —
ଉଚ୍ଚାରଣ: Kākara dharibā
ଦେ. କ୍ରି. (ତୁଳ.ହି. ପ୍ରବଚନ ଓଷ୍ ଚାଟନେସେ ପ୍ୟାସ୍ ନହିଁ ଜାତୀ) —
ବୃକ୍ଷଦିରେ ପଡ଼ିଥିବା କାକାରକୁ ସଂଗ୍ରହ କରିବା — To collect the dew drops in a pot.
କାକର ଧରି କି ଘଡ଼ା ଭର୍ତ୍ତି ହୁଏ—ଢଗ