Jump to content

କାକାକ୍ଷିଗୋଳକ ନ୍ଯାଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକାକ୍ଷିଗୋଳକ ନ୍ୟାୟ
ଉଚ୍ଚାରଣ: Kākākshigoḻaka nyāya

ଏକ ବିଷୟ ଦ୍ବାରା ଉଭୟକାର୍ଯ୍ୟ ସମାଧା ହେବାର ନ୍ୟାୟ —An analogy applied to the case where one thing does acts for two (like one eyeball of the eye of a crow serving the work of ୨ eyes).

[ଦ୍ର—ପ୍ରବାଦ ଅଛି ଯେ ସୀତାଙ୍କ ଶାପରୁ କାକର ଦୁଇ ଚକ୍ଷୁ ଥିଲେ ସୁଦ୍ଧା ସେ ଗୋଟିଏ ଚକ୍ଷୁର ଗୋଳକ ଦ୍ବାରା ଦେଖେ କୁଆର ଯେପରି ଏକ ଚକ୍ଷୁର ଗୋଳକ ଉଭୟ ଚକ୍ଷୁର ଗୋଳକର କାର୍ଯ୍ୟ କରେ ସେହିପରି ଏକ ବିଷୟ ଦ୍ବାରା ଉଭୟ କାର୍ଯ୍ୟ ସମାଧା ହେଲେ ତାହାକୁ କାକାକ୍ଷିଗୋଳକ ନ୍ୟାୟ ବୋଲାଯାଏ]