Jump to content

କାକିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକିବା
ଉଚ୍ଚାରଣ: Kākibā

ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. କାକ)—(ମଲ୍ଲଯୁଦ୍ଧସମୟରେ)

ମଲ୍ଲମାନଙ୍କର କାକ ପରି ଏକପ୍ରକାର ରାବ — To utter a sound like a crow (during boxing)

କୁଚନ୍ତି କାକନ୍ତି ଆଉ କରନ୍ତି କୁଦନ୍ତି ଚଉଷଠି ବିନ୍ଧାଣର ବନ୍ଧେ ସେ ଯୁଝନ୍ତି ସାରଳା ମହାଭାରତ. ମଧ୍ୟ