କାକୁଚିଆ
ଦେଖଣା
କାକୁଚିଆ —
ଉଚ୍ଚାରଣ: Kākuchiā
काकुचि
ଦେ. ବି —
ଏକପ୍ରକାର ତନ୍ତୁମୟ ବନ୍ୟ ଲତା (ଏହା ବାନ୍ଧିବା କାର୍ୟ୍ୟରେ ଲଇରୂପେ ବ୍ୟବହୃତ ହୁଏ) — A kind of fibrous wild creeper.
ପ୍ରାଦେ. (ଗଡ଼ଜାତ) ବିଣ —
ଠାଏ ସରୁ ଠାଏ ମୋଟ — Slender and thick at places.
(ଯଥା—ରାସ୍ତା, ଦଉଡ଼ି, ସୂତା)