କାକୁଡ଼ି
ଦେଖଣା
କାକୁଡ଼ି —
ଉଚ୍ଚାରଣ: Kākuṟḍ̠i
কাকুর; কাঁকু়ড়ি, শসা
ककरि,ककड़ि,खिरा
ତେ. ଦୋଷକାୟା
ଦେ. ବି. (ସଂ. କର୍କଟୀ) —
କୃଷିଜାତ ବର୍ଷଜୀବୀ ଲତାଫଳବିଶେଷ — Cucumber;Cucumis Sativas.
[ଦ୍ର—ଏ ଫଳ ରଞ୍ଜା ଉପରେ ମାଡ଼େ; କଞ୍ଚା ଫଳ ଖିଆଯାଏ ଓ ପକ୍ବଫଳ ତିଅଣ ଓ ଆମ୍ବିଳ କରାଯାଏ; ଏହାର ମଞ୍ଜିକୁ ବାଟି ପିଇଲେ ମୂତ୍ରକୃଚ୍ଛ୍ର ଆରୋଗ୍ୟ ହୁଏ]