Jump to content

କାକୁଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକୁଡ଼ିଆ
ଉଚ୍ଚାରଣ: Kākuṟḏiā
मका,मकि

ଦେ. ବି. —

ଆର୍ଦ୍ର ଭୂମିରେ ଜନ୍ମିବା ଏକପ୍ରକାର ଘାସ — A kind of thick stemmed and thick rooted grass; Eleusine aegyptiaca (Kirtikar)

[ଦ୍ର—ଏହାର ମୂଳ ଲମ୍ବ, ଗୋଲ ଓ ମୋଟା]

ଦେ. ବିଣ. —

କାକୁଡ଼ି ଆକୃତିବିଶିଷ୍ଟ — Cumcumberlike in appearance.