କାକୁତି
ଦେଖଣା
କାକୁତି —
ଉଚ୍ଚାରଣ: Kākuti
কাকুতি
ଦେ. ବି. (ସଂ.=କାକୂକ୍ତି) —
୧: କାତର ବଚନ ବା ସ୍ବର; କାତରୋକ୍ତି —୧. Supplicant tone.
୨: ଦୁଃଖାର୍ତ୍ତ ସ୍ବର —୨. Cry of fear or distress.
୩: ଅନୁନୟ; ବିନତି —୩. Supplication.
ଦେ. ବିଣ. —
କାତର; ତ୍ରସ୍ତ —Distressed.