Jump to content

କାକୁତି ବିନତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକୁତି ବିନତି
ଉଚ୍ଚାରଣ: Kākuti binati
কাকুতি বিনতি मिनति बिनति

ଦେ. ବି. (ସହଚର)

କାତର ପ୍ରାର୍ଥନା — Entreaty.

ଦେ. ବିଣ —

ବିକଳ, କାତର; ଆର୍ତ୍ତ —Distressed.