Jump to content

କାକୁତି ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକୁତି ହେବା
ଉଚ୍ଚାରଣ: Kākuti hebā
কাকুতি করা मिनति करना

ଦେ. କ୍ରି. —

(ସଂ. କାକୂକ୍ତି) ମିନତି କରିବା — To solicit; to speak most humbly.