କାକୁତ୍ ସ୍ଥ
ଦେଖଣା
କାକୁତ୍ ସ୍ଥ —
ଉଚ୍ଚାରଣ: Kākutstha
ସଂ. ବି. (କକୁତସ୍ଥ=ସୂର୍ଯ୍ୟବଂଶୀୟ ରାଜା ଦିଲୀପ+ଅପତ୍ୟାର୍ଥେ. ଅ) —
୧: ରାମଚନ୍ଦ୍ର ପ୍ରଭୃତି ଦିଲୀପବଂଶୀୟ ବା ସୂର୍ଯ୍ୟବଂଶୀୟ ରାଜା —୧. A king of the solar race of ancient India belonging to the solar Dynasty of ancient India.
୨: ରାଜା ରାମଚନ୍ଦ୍ର —୨. King Ramchandra.
୩: ପୁରଞ୍ଜୟରାଜ —୩. A name of king Puran̄jaya.
ସଂ. ବିଣ. ପୁଂ. —
ଦିଲୀପବଂଶୀୟ —Belonging to the family of Dilīpa.