Jump to content

କାକେକ୍ଷୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକେକ୍ଷୁ
ଉଚ୍ଚାରଣ: Kākekshu

ସଂ. ବି. (କୁ+ଇକ୍ଷୁ; ନିପାତନ; କୁ ସ୍ଥାନରେ କାକ ଆଗମ) —

କାଶତୃଣ —A kind of reed or Kāṡa grass. Saccharum Spontaneum (M.W.)