Jump to content

କାକେନ୍ଦୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକେନ୍ଦୁ
ଉଚ୍ଚାରଣ: Kākendu
কেন্দ্; কেজন तेन्दु केन्दु आब्नु

ସଂ. ବି. —

୧: କେନ୍ଦୁ (ଦେଖ) ୧. Kendu (See) Diospyros melanoxylon (Kirtikar)

୨: ଅବଲୁସ୍ କାଠ; ମାକଡ଼ କେନ୍ଦୁ — A kind of ebony; Diospyrus Tomentosa (M.W.)