କାକୋଦର
ଦେଖଣା
କାକୋଦର —
ଉଚ୍ଚାରଣ: Kākodara
ସଂ. ବି. (କୁ+କୁତ୍ସିତ; ବକ୍ର+ଅକ୍ ଧାତୁ+=ଗମନ କରିବା +ଅ; କିମ୍ବା କାକ=ବକ୍ର+ଉଦର; ବହୁବ୍ରୀହି; କାକ ପରି ଉଦର ୟାହାର) —
ଉରଗ, ସର୍ପ — Snake; serpent.
ଦିନେ କର୍ଣ୍ଣନାସିକାର କାକୋପର ପରବାର ଶର ପୂର୍ଣ୍ଣ କଲେ ବେଗ ବେଗ ଯେ ଭଞ୍ଜ ବୈଦେହୀଶବିଳାସ