କାକୋଲୂକିକା
ଦେଖଣା
କାକୋଲୂକିକା —
ଉଚ୍ଚାରଣ: Kākolūkīkā
ସଂ. ବି. (କାକ+ଉଲୂକ+କ+ସ୍ତ୍ରୀ. ଆ) —
କାକ ଓ ପେଚକଙ୍କର ସ୍ବାଭାବିକ ଶତ୍ରୁତା — The antipathy or natural enmity between the crow and the owl.
କାକୋଲୂକିକା —
ଉଚ୍ଚାରଣ: Kākolūkīkā
ସଂ. ବି. (କାକ+ଉଲୂକ+କ+ସ୍ତ୍ରୀ. ଆ) —
କାକ ଓ ପେଚକଙ୍କର ସ୍ବାଭାବିକ ଶତ୍ରୁତା — The antipathy or natural enmity between the crow and the owl.