କାକୋଳା
ଦେଖଣା
କାକୋଳା —
ଉଚ୍ଚାରଣ: Kākoḻā
কাঁকা
शीतलचिनी, काकोला
ସଂ. ପର୍ୟ୍ୟାୟ—ଶୀତପାକୀ;
ଜୀବନୀ; ଶୁକ୍ଳକ୍ଷୀରା
ଦେ. ବି. (ବୈଦିକ) (ସଂ. କକ୍କୋଳ; କାକୋଳି) —
ଜ୍ବରନାଶକ ସୁଗନ୍ଧ ଔଷଧବିଶେଷ; କକ୍କୋଳି — A sweet vegetable substance used as antidote against fever and cold.
[ଦ୍ର—ଏହା ମଧୁର, ଶୀତଳ ଓ ସ୍ନିଗ୍ଧ, ଏହା ପିତ୍ତ, ବାତ୍ତ, ରକ୍ତ, ଦାହ ଓ ଜ୍ବର ହରଣ କରେ (ବ୍ରଜବନ୍ଧୁ—ଦ୍ରବ୍ୟଗୁଣ) ]