Jump to content

କାକୋଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକୋଳି
ଉଚ୍ଚାରଣ: Kākoḻi

ସଂ. ବି. (କୁ=ଈଷତ+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଈ) —

୧: ଜ୍ବରନାଶକ ସୁଗନ୍ଧ ଔଷଧବିଶେଷ — ୧. A sweet vegetable febrifuge.

୨: ସୂକ୍ଷ୍ମ ମଧୁର ଅସ୍ଫୁଟ ଧ୍ଵନି; କାକଳି — ୨. A sweet inarticulate tone.