କାକୋଷ୍ଠକ
ଦେଖଣା
କାକୋଷ୍ଠକ —
ଉଚ୍ଚାରଣ: Kākoshṭhaka
ସଂ. ବି. (କାକ+ଓଷ୍ଠ+କ; ଏକ କୁଆର ଥଣ୍ଟ ପରି ଆକୃତିରେ ବନ୍ଧା ଯିବାରୁ) —
ମୂଳରୁ ମୋଟ ହୋଇ ଅଗଆଡ଼କୁ ସରୁ ହୋଇଥିବା କନାର ପଟୀ —A kind of bandage shaped like the beak of a crow.